ସାଧାରଣତଃ ୧୫ ଅଗଷ୍ଟ ଓ ୨୬ ଜାନୁୟାରୀରେ ଭାରତର ଜାତୀୟ ପତାକାକୁ ସାରା ଦେଶରେ ଉତ୍ତୋଳନ କରାଯାଇଥାଏ। ହେଲେ ଏହି ୨ଦିନ ଭିନ୍ନ ଭିନ୍ନ ଭାବେ ପତାକା ଉତ୍ତୋଳନ କରାଯାଇଥାଏ। ଏବେ ପାଖେଇ ଆସିଲାଣି ୨୬ ଜାନୁୟାରୀ ବା ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ଏମିତି ପାର୍ଥକ୍ୟ ସମ୍ପର୍କରେ ରହିଥିବା କିଛି ତଥ୍ୟ ଜାଣିନେବା।
୨୬ ଜାନୁୟାରୀରେ ଉଡାଯାଉଥିବା ପତାକାକୁ ପୂର୍ବରୁ ଉପରେ ରଖାଯାଇଥାଏ। ଖାଲି ଏଥିରେ ଲାଗିଥିବା ରସିକୁ ଟାଣି ଏହାକୁ ଉଡାଇ ଦିଆଯାଏ। ହେଲେ ୧୫ ଅଗଷ୍ଟରେ ଉଡିବାକୁ ଥିବା ପତାକା ଖମ୍ବର ତଳ ଭାଗରେ ଥିବାରୁ ଏହାକୁ ଲାଗିଥିବା ରଶିଦ୍ୱାରା ଟାଣି ଉପରକୁ ନିଆଯିବା ସହ ପରେ ଏହାର ଫାଶକୁ ଖୋଲାଯାଇଥାଏ।
୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବା ବେଳେ ୨୬ ଜାନୁୟାରୀରେ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିଥାଆନ୍ତି। କାରଣ ଅଗଷ୍ଟ ୧୫ରେ ଦେଶ ସ୍ବାଧୀନ ହୋଇଥିବା ବେଳେ ସମ୍ବିଧାନ ଲାଗୁ ହୋଇ ନ ଥିଲା। ତେଣୁ ରାଷ୍ଟ୍ରପତି ପଦରେ କେହି ନ ଥିଲେ। ତେଣୁ ୨୬
ଜାନୁୟାରୀରେ ସମ୍ବିଧାନ ଲାଗୁ ହେବାପରେ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିଥିଲେ।
ଜାନୁୟାରୀ ୨୬ରେ ଲାଲକିଲାରେ ପତାକା ଉତ୍ତୋଳନ କରାଯାଉଥିବା ବେଳେ ୧୫ ଅଗଷ୍ଟରେ ରାଜପଥରେ ପତାକା ଉତ୍ତୋଳନ କରାଯାଇଥାଏ।
ଅଗଷ୍ଟ ୧୫ରେ ପରେଡ ହେବା ସହ ସେନା ତାଙ୍କ ଶକ୍ତି ପ୍ରଦର୍ଶନ କରିଥାଆନ୍ତି। ଏଥିରେ ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥାଏ। ହେଲେ ଜାନୁୟାରୀ ୨୬ରେ ଏସବୁ ହୋଇ ନ ଥାଏ।

No comments:
Post a Comment